Live Odisha Tv

journalist

ଅପରାଧ

ପାରିବାରିକ କଳହରୁ ଜୀବନ ହାରିଲେ ସାମ୍ବାଦିକା

କାହିଁକି ଅଦିନରେ ଚାଲିଗଲା ସାମ୍ବାଦିକା ମଧୁମିତା ପରିଡାଙ୍କ ଜୀବନ ? ଏମିତି ଅନେକ ପ୍ରଶ୍ନ ଭିତରେ ମଧୁମିତାଙ୍କ ସ୍ୱାମୀ ଶ୍ରୀଧର ଜେନାଙ୍କୁ ଗିରଫ କରିଛି ପୋଲିସ । ଶ୍ରୀଧରଙ୍କ ବିରୋଧରେ ମୃତ ମଧୁସ୍ମିତାଙ୍କ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିବା ପରେ ଭୁବନେଶ୍ୱରର ଧଉଳି ଥାନା ପୋଲିସ ମଧୁଙ୍କ ସ୍ୱାମୀଙ୍କୁ ଗିରଫ କରିବା ସହ ଫୋନ ଜବତ କରିଛି । ଆହୁରି ମଧ୍ୟ ସୂଚନା ରହିଛି ଯେ ସ୍ୱୀମୀ ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ କଳହ ଥିଲା ।

Read More »