Lalu

ଅପରାଧ

IRCTC ଦୁର୍ନୀତି ମାମଲାରେ ଲାଲୁଙ୍କୁ ଝଟକା

ପାଟନା: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ, ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ପରିବାରକୁ କୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ଦିଲ୍ଲୀର ଏକ କୋର୍ଟ ଆଇଆରସିଟିସି ମାମଲାରେ ଲାଲୁ ପରିବାର ବିରୁଦ୍ଧରେ ଠକେଇ ଏବଂ ଷଡ଼ଯନ୍ତ୍ରର ଅଭିଯୋଗ ଫଇସଲା କରିଛି। ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ RJD ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଏବଂ ବିହାରର ବିରୋଧୀ ଦଳ ନେତା ତେଜସ୍ବୀ ଯାଦବଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜ ଫ୍ରେମ କରିଛି। ଅର୍ଥାତ୍‌

Read More »