Maharastra

ଦେଶ ବିଦେଶ

ଆସନ୍ତାକାଲି ପାୱାରଙ୍କ ଶେଷକୃତ୍ୟ

ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିୟୋଗରେ ମହାରାଷ୍ଟ୍ରରେ ୩ ଦିନିଆ ଶୋକ ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ ଶୋକ ଘୋଷଣା କରିଛନ୍ତି । ଆଜିର ଦିନ ମହାରାଷ୍ଟ୍ର ପାଇଁ ଏକ କଳାଦିନ ବୋଲି ଫଡନାବିସ୍‌ କହିଛନ୍ତି ।ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଫଡନାବିସ୍ କହିଛନ୍ତି ଯେ ବିମାନ ଦୁର୍ଘଟଣାରେ ଜଣେ ନିଷ୍ଠାପର ନେତା, ମୋର ବନ୍ଧୁ ଏବଂ ସହକର୍ମୀ, ଉପମୁଖ୍ୟମନ୍ତ୍ରୀ ଅଜିତଦାଦା ପାୱାରଙ୍କ ମୃତ୍ୟୁ ଅତ୍ୟନ୍ତ ହୃଦୟବିଦାରକ । ଭାବନା ପ୍ରକାଶ କରିବା ପାଇଁ ପାଖରେ ଶବ୍ଦ ନାହିଁ

Read More »
ତାଜା ଖବର

କିଏ ହେବ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ?

କିଏ ହେବ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ। ଏକାନାଥ ସିନ୍ଦେ ନା ଦେବେନ୍ଦ୍ର ଫଡନାବିସ୍‌। ବିଧାନସଭା ନିର୍ବାଚନରେ ବିଜେପି ଏକା ୧୩୨ ଆସନରେ ଜିତି ବଡ଼ ଦଳ ଭାବେ ଉଭା ହୋଇଛି। ତେଣୁ ମୁଖ୍ୟମନ୍ତ୍ରୀ ରେସ୍‌ରେ ଦେବେନ୍ଦ୍ର ଫଡନାବିସ୍ ଆଗରେ ଅଛନ୍ତି। ଏହାରି ଭିତରେ ମହାୟତିରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁଯାୟୀ ଅଜିତ ପାୱାର ଦଳର ଏନସିପି ଦେବେନ୍ଦ୍ର ଫଡନାବିସଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ରାଜି ହୋଇଛନ୍ତି। ରବିବାର ଅନୁଷ୍ଠିତ ବୈଠକରେ ଅଜିତ

Read More »