Live Odisha Tv

Manmohan Samal

ତାଜା ଖବର

୧୪୮ ଜଣ ସରପଞ୍ଚ, ପୂର୍ବତନ ସରପଞ୍ଚ ବିଜେପିରେ ସାମିଲ

ଭୁବନେଶ୍ୱର: ଦିନକୁ ଦିନ ବୃଦ୍ଧି ପାଉଛି ରାଜ୍ୟ ବିଜେପିର ଶକ୍ତି । ଆଜି ବିଜେପିରେ ସାମିଲ ହୋଇଛନ୍ତି ଶତାଧିକ ସରପଞ୍ଚ ଓ ସମିତି ସଭ୍ୟଙ୍କ ସହିତ ନାଏବ ସରପଞ୍ଚ । ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ୧୪୮ ଜଣ ସରପଞ୍ଚ, ପୂର୍ବତନ ସରପଞ୍ଚ ଏବଂ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ଯୋଗ ଦେଇଛନ୍ତି । ସେହିପରି ବିଜେଡ଼ି ଛାଡ଼ି ବିଜେପିରେ ବିଧିବଦ୍ଧଭାବେ ଯୋଗ ଦେଇଛନ୍ତି ଜୟପୁର

Read More »
ତାଜା ଖବର

ସଦସ୍ୟତା ଅଭିଯାନ ଆରମ୍ଭ କରିବ ବିଜେପି

ଭୁବନେଶ୍ୱର: ରାଜ୍ୟରେ ସଦସ୍ୟ ସଂଗ୍ରହ କରିବା ଭାରତୀୟ ଜନତା ପାର୍ଟି । ଏଥିପାଇଁ କର୍ମଶାଳାର ଆୟୋଜନ କରାଯିବ । ସଦସ୍ୟତା ଅଭିଯାନ ପାଇଁ ପ୍ରଥମେ ଜିଲ୍ଲା ସ୍ତରରେ ଏବଂ ପରେ ମଣ୍ଡଳ ସ୍ତରରେ କର୍ମଶାଳା ଆୟୋଜନ କରାଯିବ ବୋଲି ରାଜ୍ୟ ବିଜେପି ସଭାପତି ମନ ମୋହନ ସାମଲ ସୂଚନା ଦେଇଛନ୍ତି । ବିଜେପି ସଭାପତି ମନ ମୋହନ ସାମଲ ସୂଚନା ମୁତାବକ ସଦସ୍ୟତା ଅଭିଯାନ ଆରମ୍ଭ କରିବ । ଏଥିପାଇଁ ଆସନ୍ତାକାଲି ସମସ୍ତ ସାଂସଦ, ବିଧାୟକ, ପଦାଧିକାରୀ

Read More »