MLA

ତାଜା ଖବର

ଅମାନିଆ ଅଫିସରଙ୍କୁ ଶିଷ୍ଟାଚାର ଛାଟ

ସରକାରୀ ଅଫିସରେ ବସି ନିର୍ବାଚିତ ବିଧାୟକ ଓ ସାଂସଦମାନଙ୍କୁ ହେୟଜ୍ଞାନ କରିବା ଏଣିକି ଅମାନିଆ ସରକାରୀ ବାବୁମାନଙ୍କୁ ମହଙ୍ଗା ପଡ଼ିବ । ସଂସଦୀୟ କମିଟିର କଡ଼ା ଚେତାବନୀ ପରେ କେନ୍ଦ୍ର ସରକାର ଚଳିତମାସ ୧୨ ତାରିଖରେ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଯାହାକି ପ୍ରଶାସନିକ ମହଲରେ କମ୍ପନ ସୃଷ୍ଟି କରିଛି । ବିଧାୟକ ଓ ସାଂସଦମାନଙ୍କୁ ସମ୍ମାନ ଦେବା ପାଇଁ ଉଦ୍ଦିଷ୍ଟ ପ୍ରୋଟେକଲକୁ ଉଲ୍ଲଘଂନ କଲେ ଅବା ନିଜର ବଦଳି-ପଦୋନ୍ନତି ଅବା ବ୍ୟକ୍ତିଗତ ସ୍ୱାର୍ଥ ପାଇଁ

Read More »
ବ୍ୟବସାୟ

ଗୋଲାମୁଣ୍ଡା ଗୁଡ଼ର ପ୍ରଚାର କଲେ ବିଧାୟକ

କଳାହାଣ୍ଡି…ଏବେ ଭୋକର ଭୁଗୋଳ ପାଇଁ ନୁହେଁ ବରଂ ବିକାଶର ନୂଆ ଠିକଣା ଭାବେ ପରିଚିତ । ପୁଟିଆଚୁରା ଗାଁର ବିଲ ମଝିରେ ଆଖୁପେଡା ହେଉଥିବାର ଏ ଦୃଶ୍ୟ ଦେଖି ହୁଏତ ଆପଣ ଭାବୁଥିବେ ଆଖୁ ସହ ବିକାଶର କି ସଂପର୍କ । ଏ ସଂପର୍କ ଆଖୁ ରସ ଭଳି ଆଉ କଳାହାଣ୍ଡିର ମାଠିଆ ଗୁଡ ଭଳି ଖୁବ୍ ମିଠା କିନ୍ତୁ ଡାଇବେଟିସ୍ ହେବାର ଆଦୌ ଆଶଙ୍କା ନାହିଁ । ସେଥିପାଇଁ ତ ସ୍ୱାସ୍ଥ୍ୟପ୍ରତି ଖୁବ୍ ଯତ୍ନବାନ ବିଧାୟକ

Read More »