
ଅରବିନ୍ଦଙ୍କ ନିଲମ୍ବନକୁ ନେଇ ମୁହଁ ଖୋଲିଲେ ନବୀନ
ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନକୁ ନେଇ ମୁହଁ ଖୋଲିଛନ୍ତି ନବୀନ ପଟ୍ଟନାୟକ। ଅରବିନ୍ଦଙ୍କୁ କାହିଁକି ନିଲମ୍ବନ କଲେ ସେ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସୁପ୍ରିମୋ। ନବୀନ କହିଛନ୍ତି, ପାଟକୁରା ବାସୀଙ୍କ ପାଇଁ କାମ କରିବାକୁ ଜଣଙ୍କୁ ବିଶ୍ୱାସ କରି ଟିକେଟ୍ ଦେଇଥିଲି। ହେଲେ ପାଟକୁରାବାସୀ ହଇରାଣ ହରକତ ହେଉଥିବା ଜାଣିବାକୁ ପାଇଲି। ଯିଏ ଦଳରେ ରହି ଆପଣଙ୍କୁ ହଇରାଣ କରିବ, ମୁଁ ତାକୁ ଦଳରୁ କାଢ଼ିଦିଏ। କିଛି ଦିନ ପୂର୍ବେ ଦଳ ବିରୋଧୀ କାର୍ଯ୍ୟ କରିଥିବା



