Religious festival

ଜୀବନଚର୍ଯ୍ୟା

ମକର ସଂକ୍ରାନ୍ତି : ଆଶା ଆଲୋକ ଓ ସମୃଦ୍ଧିର ପର୍ବ

ମକର ସଂକ୍ରାନ୍ତି ହିନ୍ଦୁ ପଞ୍ଜିକା ଅନୁସାରେ ଏକ ଗୁରୁତ୍ୱପୂର୍ଣ୍ଣ ପର୍ବ। ଏହି ଦିନ ସୂର୍ଯ୍ୟ ଧନୁ ରାଶି ଛାଡ଼ି ମକର ରାଶିକୁ ପ୍ରବେଶ କରନ୍ତି। ଏହା ସହିତ ଉତ୍ତରାୟଣ ଆରମ୍ଭ ହୁଏ, ଯାହାକୁ ଶୁଭ ସମୟ ଭାବେ ଗଣାଯାଏ। ପ୍ରାକୃତିକ ଭାବେ ଏହି ଦିନ ଅନ୍ଧକାରରୁ ଆଲୋକ ପ୍ରତି, ନିରାଶାରୁ ଆଶା ପ୍ରତି ଯାତ୍ରାର ପ୍ରତୀକ। ପୁରାଣ କଥାନୁସାରେ ଏହି ସମୟ ଧର୍ମ, ଜ୍ଞାନ ଓ ସାତ୍ତ୍ୱିକ ଶକ୍ତିର ପ୍ରାବଳ୍ୟ ବଢ଼ାଏ। ଏହି କାରଣରୁ ମକର ସଂକ୍ରାନ୍ତି

Read More »