Live Odisha Tv

stock market

ତାଜା ଖବର

ବଜେଟ୍ ପରେ ଷ୍ଟକ୍ ମାର୍କେଟ ହ୍ରାସ

ନୂଆଦିଲ୍ଲୀ: ମଙ୍ଗଳବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରୁଥିବାବେଳେ ଷ୍ଟକ୍ ମାର୍କେଟ ବିପରୀତ ଦିଗକୁ ଗତି କରୁଥିଲା। ଅର୍ଥମନ୍ତ୍ରୀଙ୍କ ଭାଷଣ ଅଗ୍ରଗତି କଲାବେଳେ ବଜାର ହ୍ରାସ ପାଇବାକୁ ଲାଗିଥିଲା। ବଜେଟ୍ ସରିବା ମାତ୍ରେ ଷ୍ଟକ୍ ମାର୍କେଟରେ ବହୁତ ହ୍ରାସ ଘଟି ପ୍ରାୟ ଏକ ହଜାର ପଏଣ୍ଟ ହ୍ରାସ ପାଇଥିଲା। ମଙ୍ଗଳବାର ଦିନ ଷ୍ଟକ୍ ମାର୍କେଟ୍ ସବୁଜ ମାର୍କରୁ ଆରମ୍ଭ ହୋଇଥିଲା। ତେବେ ଶେଷ‌ରେ ଏହା ଲାଲ୍ ରଙ୍ଗରେ ବନ୍ଦ ହୋଇଥିଲା। ମଙ୍ଗଳବାର ସକାଳେ ସେନସେକ୍ସ ୮୦,୭୨୪.୩୦ ପଏଣ୍ଟରେ

Read More »