
ଦେଶ ବିଦେଶ
ପାଠ ପଢାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଶିକ୍ଷୟତ୍ରୀ ସାଜି ବିଦ୍ୟାଳୟରେ ପିଲାଙ୍କୁ ପାଠ ପଢାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଭାବେ ୨ ବର୍ଷ ପୂରଣ କରିବା ପରେ ଏକ ନୂଆ ରୂପରେ ଆମ ପ୍ରିୟ ରାଷ୍ଟ୍ରପତିଙ୍କୁ ଦେଖି ପିଲାମାନେ ମଧ୍ୟ ବେଶ ଖୁସି ହୋଇଯାଇଥିଲେ । ଗୁରୁବାର ରାଷ୍ଟ୍ରପତି ଭବନ ନିକଟରେ ଥିବା ଡକ୍ଟର ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ ବିଦ୍ୟାଳୟକୁ ଯାଇ ନବମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ରାଷ୍ଟ୍ରପତି ପାଠ ପଢ଼ାଇଛନ୍ତି। ପ୍ରଥମେ ଶ୍ରେଣୀକୁ ଯାଇ ପିଲାମାନଙ୍କୁ କହିଥିଲେ ଏବେର ପିଲାମାନେ ବହୁତ