
ଦେଶ ବିଦେଶ
କିଟ୍ ଓ କିସ୍ ପରିଦର୍ଶନ କଲେ ଆମେରିକା କନସଲ୍ ଜେନେରାଲ୍
ହାଇଦ୍ରାବାଦସ୍ଥିତ ଆମେରିକାନ୍ କନସୁଲଲେଟ୍ର କନସଲ୍ ଜେନେରାଲ୍ ଲାରା ଉଇଲିୟମସ୍ ଦୁଇ ଦିନିଆ କିଟ୍ ଓ କିସ୍ ପରିଦର୍ଶନ ସାରି ଫେରିଯାଇଛନ୍ତି । ସେ କିଟ୍ର ସମସ୍ତ କ୍ୟାମ୍ପସ ପରିଦର୍ଶନ କରିବା ସହ କିସ୍ର ବିଭିନ୍ନ ୟୁନିଟ୍ ପରିଦର୍ଶନ କରିଥିଲେ । କିସ୍ରେ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ବିନାଦେୟରେ ସାମଗ୍ରିକ ଶିକ୍ଷା ମଡେଲ୍ ବିଷୟରେ ଜାଣି ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ସେ

